Home ରାଜ୍ୟରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ପାଳିତ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ପାଳିତ।

by Maraguda Express
0 comments

ବୋଡ଼େନ -୨୯/୯ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର କରଲାକୋଟ ମଣ୍ଡଳ ବୋଡେ଼ନ ଖଣ୍ଡ ର ଖଇରା ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୟା ଦଶମୀ ଓ ଜନ୍ମଜୟନ୍ତୀ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ସଜ୍ଜନ କୁମାର ଆଗ୍ରୱାଲ, ସମ୍ମାନିତ ଅତିଥିଭାବେ ଯଶୋବନ୍ତ ହୋତା,ଜିଲ୍ଲା ଶାରୀରିକ ପ୍ରମୁଖ ସଞ୍ଜୟ କୁମାର ଚଳାନ, ଖଇରା ରୁ ମଙ୍ଗଳସିଂ ମାଝୀ, କିରଣ କୁମାର ଦଣ୍ଡସେନା, ଦୁବେ ମାଝୀ,ବସନ୍ତ ଦଣ୍ଡସେନା,ମିଣ୍ଟୁ ଦଣ୍ଡସେନା, ଅରବିନ୍ଦ ବେହେରା,ଟୁଲୁ ଦଣ୍ଡସେନା,ଦିବ୍ୟ ଦଣ୍ଡସେନା, ଜଗତରାମ ଦଣ୍ଡସେନା, ଉମାକାନ୍ତ ବେହେରା, ଅଭୟ ଦୀପ, ଈଶ୍ୱର ଦଣ୍ଡସେନା ସମେତ ଗ୍ରାମର ଅନେକ ବ୍ୟକ୍ତି ସମାରୋହରେ ଅଂଶ ଗ୍ରହଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha