191
ଯୁବ ସାମ୍ବାଦିକଙ୍କ ୪୦ ତମ ଜନ୍ମ ଦିନ ପାଳିତ: ବିଭିନ୍ନ ମହଲ ରୁ ଆଶୀର୍ବାଦ ଓ ଶୁଭେଚ୍ଛା ର ସୁଅ ।

ନୂଆପଡ଼ା ୧୫/୭ ଆଜି ନୂଆପଡ଼ା ଜିଲ୍ଲା ସଦର ମହକୁମା ଶିରତୋଲ ଠାରେ ସମ୍ବାଦ,ଜିଲ୍ଲା ପ୍ରତିନିଧି ଅଶ୍ୱିନୀ କୁମାର ପାଣିଗ୍ରାହି (ମାନୁ) ଙ୍କ ୪୦ ତମ ଜନ୍ମଦିନ ସାଙ୍ଗସାଥି ଗହଣ ରେ ହର୍ଶ ଉଲ୍ଲାସ ରେ ପାଳିତ ହୋଇଯାଇଛି।
ଏ ଅବସର ରେ ସୁଧୀର ମିଶ୍ର, ଲୋକନାଥ ରଥ, ପ୍ରଦୀପ ମୁଣ୍ଡ,ପ୍ରତାପ ରଥ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ତିୱାରୀ,ସୁଶାନ୍ତ କର, ରତନ କେତକୀ,ପୁରୋହିତ ସୁନାନି ଓ ପରିବେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନୁଙ୍କ ଦୀର୍ଘାୟୁ କାମନା କରି ନିରାମୟ ସୁଖ ଶାନ୍ତି ସହ ତାଙ୍କ ପ୍ରେମମୟ ଦାମ୍ପତ୍ୟ ଓ ନିରୋଗ, ସୁସ୍ଥ, ଜୀବନ ପାଇଁ ଈଶ୍ୱରଙ୍କ ଠାରେ ମଙ୍ଗଳ କାମନା କରିଥଲେ।
