Home ରାଜ୍ୟଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ।

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ।

by Maraguda Express
0 comments

ବୋଡ଼େନ -୨୮/୭ (ଜଗତରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ଖଇରା ଗ୍ରାମ ପଞ୍ଚାୟତ ନାଙ୍ଗପଡା ର ଯୁଗେଶ୍ୱର ନାଗ ଙ୍କର ୭୨ ବର୍ଷରେ ରାତ୍ରରେ ନିଧନ ହୋଇ ଯାଇଛି l ସେ ଦୀର୍ଘ ଦିନରୁ ଶ୍ୱାସ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ, ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବିଧବା ପତ୍ନୀ, ଝିଅ ଜ୍ୱାଇଁ, ପୁତ୍ର ବରୁଣ ନାଗ, ଗୟାଧର ନାଗ ତଥା ପରିବାର ବର୍ଗ ଥିଲେ l ବଡପୁଅ ବରୁଣ ତାଙ୍କୁ ମୁଖାଗ୍ନି ଦେଇ ବନ୍ଧୁ ବାନ୍ଧବ ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଇଛି l ସେ ଜଣେ ଧର୍ମପରାୟଣ, ମିଷ୍ଟଭାସି, ମେଳାପୀ ବ୍ୟକ୍ତି ହୋଇଥିବାରୁ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha