123


ନୂଆପଡ଼ା -୨୪/୯(ସୁରେନ୍ଦ୍ର ତିୱାରୀ ) ବ୍ୟବସାୟିକ ନଗର ଖରିଆର ରୋଡ ଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ଯୋଗ ଦେଇ ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ର ଏକ ନମ୍ୱର୍ ଜିଲ୍ଲା ଗଠନ କରିବାକୁ ସରକାର ପ୍ରସ୍ତାବ ରହିଅଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲା ସଭାପତି କମଲେଶ ଦିକ୍ଷୀତ,ଏନଏସି ଅଧ୍ୟକ୍ଷା ଡ଼. ସୋନିଆ ଜୈନ, ଗୋଲଡି ଅଗ୍ରୱାଲ, ଚତୁର୍ଭୁଜ ଶର୍ମା, ଅଭିନନ୍ଦନ ପଣ୍ଡା, ତୁଲଶ ପଟେଲ, ଶ୍ୟାମ କେଶରୱାନୀ ଶତାଧିକ କର୍ମୀ ଗଣ ଯୋଗ ଦେଇଥିଲେ। ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟ ଓ ଚିନ୍ତାଧାରା ରେ ପ୍ରଭାବିତ ହୋଇ ଶତାଧିକ ଲୋକ ଭାଜପା ଦଳ ସଦସ୍ୟତା ସ୍ବୀକାର କରିଛନ୍ତି।