Home ରାଜ୍ୟଖଇରା ରେ ମାଁ ଦୁର୍ଗା ଙ୍କ ପୂଜାରମ୍ଭ,ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ମନ ମୋହୁଛି।

ଖଇରା ରେ ମାଁ ଦୁର୍ଗା ଙ୍କ ପୂଜାରମ୍ଭ,ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ମନ ମୋହୁଛି।

by Maraguda Express
0 comments

ବୋଡ଼େନ -୨୯/୯ (ଜଗତ ରାମ ଦଣ୍ଡ ସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ର ଖଇରା ରେ ୨୭ ତମ ଦୁର୍ଗାପୂଜା ମହାସମାରୋହ ରେ ରବିବାର ସନ୍ଧ୍ୟା ରେ କଳସ ଯାତ୍ରା ସହ ଆଜି ପୂଜା ରମ୍ଭ ହୋଇଛି l କର୍ତ୍ତା ଭାବେ ନନ୍ଦଲାଲ ଦଣ୍ଡସେନା ଓ ତାଙ୍କର ଧର୍ମପତ୍ନୀ ଭାଗ୍ୟବତୀ ଦାୟିତ୍ୱ ତୁଲାଉଛନ୍ତି l ପୂଜା କମିଟିର ସଭାପତି ପଦ୍ମନ ଦଣ୍ଡସେନା, ଉପସଭାପତି ହେମନ୍ତ ମାଝୀ, କ୍ୟାସିୟର ନରେନ୍ଦ୍ର ଦଣ୍ଡସେନା, ସମ୍ପାଦକ ଉପେନ୍ଦ୍ର ବାଗ, ଯୁଗ୍ମ ସମ୍ପାଦକ ବିଷ୍ଣୁ ଦଳ, ପୂଜକ ଭାବେ ଦିନନାଥ ଦୁବେ, ଜିତେନ୍ଦ୍ର ଦାସ, ଓ ଗଣେଶ ମିଶ୍ର ଓ ସାଥି ପୂଜା କାର୍ଯ୍ୟ ବିଧି ବିଧାନ ସହ ସମ୍ପାଦନ କରୁଛନ୍ତି l ଗ୍ରାମର ଯୁବଗୋଷ୍ଠୀ ତଥା ବୟୋଜ୍ୟୋଷ୍ଠ ମାନେ ମଧ୍ୟ ପୂଜାରେ ସହଯୋଗ କରୁଛନ୍ତି।ଶ୍ରଦ୍ଧାଳୁ ଙ୍କ ଭିଡ ଲାଗୁଛି।ରାତ୍ରୀ ସମୟ ରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକ ଙ୍କ ମନ ମୋହୁଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha