Home ରାଜ୍ୟସାଲେପଡା ଆଙ୍ଗନୱାଡି କେନ୍ଦ୍ରରେ ପୋଷଣ ପଖୱାଡା ପାଳିତ।

ସାଲେପଡା ଆଙ୍ଗନୱାଡି କେନ୍ଦ୍ରରେ ପୋଷଣ ପଖୱାଡା ପାଳିତ।

by Maraguda Express
0 comments
ବୋଡେ଼ନ – ୧୧/୪ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପଳାସଦା ପଞ୍ଚାୟତ ଅନ୍ତର୍ଗତ ସାଲେପଡା ଆଙ୍ଗନୱାଡ଼ି କେନ୍ଦ୍ରରେ ନିର୍ଗୁଣ୍ଡି ଦଳଙ୍କ ତତ୍ୱାବଧାନରେ ପୋଷଣ ପଖୱାଡ଼ା ପାଳିତ ହୋଇଯାଇଛି l ଏଥିରେ କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଁ ମାନେ ଯୋଗଦେଇଥିଲେ, ପୋଷଣ ପାଇଁ କିଭଳି ଖାଦ୍ୟ ଖାଇବେ ତାହା ବୁଝାଯାଇଥିଲା । ସଭାରେ ସବେତ୍ରୀ ଦଲା, କୁନ୍ତୀ ଦଲ, ଲକ୍ଷ୍ମୀ ଜଗତ,ପ ପଦ୍ମାଳତା ଦଳ ରମା ଦଳ ଓ ସୁରେଖା ଦଳ ଉପସ୍ଥିତ ଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha