44
ନୂଆପଡ଼ା – ୨୧/୦୯- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡ଼ିଆଳ କ୍ରିକେଟ ଓ ସ୍ପୋର୍ଟସ ଆସୋସିଏସନ୍ ପକ୍ଷରୁ ମହାସମାରୋହରେ ଚତୁର୍ଥ ‘ଫୁଟବଲ ମହାକୁମ୍ଭ’ର ଶୁଭାରମ୍ଭ ଗତକାଲି ହୋଇଯାଇଛି। କ୍ରୀଡ଼ାବିତ୍ ଏବଂ ଦର୍ଶକଙ୍କ ପ୍ରବଳ ଉତ୍ସାହ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।





