411
ନୂଆପଡ଼ା -୦୭/୦୯-ସୋମବାର ସକାଳୁ ସକାଳୁ ନୂଆପଡ଼ା ଉପ-କାରାଗାରରେ ଦେଖାଦେଇଛି ତୀବ୍ର ଉତ୍ତେଜନା। କାରାଗାର ପରିସରରେ ନିୟମିତ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀ ଫେରାର ହୋଇଯାଇଛି।