163
Table of Contents
ନୂଆପଡ଼ା-୧୨/୦୯ -ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମର ପ୍ରତୀକ କୁମାର ପଣ୍ଡା ଜାତୀୟ ସ୍ତରର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ସର୍ବମୋଟ ୨୦୦ ମାର୍କର ପରୀକ୍ଷାରେ ୧୩୫.୫ ମାର୍କ ହାସଲ କରି ପ୍ରତୀକ ଜାତୀୟ ସ୍ତରରେ ୬୪ତମ ରାଙ୍କ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପରେ ସିନାପାଲି ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।