Home ଜିଲ୍ଲା ଖବରଆସନ୍ତା କାଲି ଓଡ଼ିଶା ଉପମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ

ଆସନ୍ତା କାଲି ଓଡ଼ିଶା ଉପମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ

by Maraguda Express
0 comments

ନୂଆପଡ଼ା -୯/୮(ସୁରେନ୍ଦ୍ର ତିୱାରୀ) ଆସନ୍ତା କାଲି ଓଡ଼ିଶା ଉପମୂଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଦିନିକିଆ ନୂଆପଡା ଗସ୍ତ ରେ ଆସୁଛନ୍ତି। ସର୍କିଟ ହାଉସ ଠାରୁ ଅପରାହ୍ନ ତିନିଟା ରେ ତ୍ରିରଙ୍ଗା ଶୋଭା ଯାତ୍ରା ରେ ବାହାରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପହଞ୍ଚିବେ। ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ସୁଭଦ୍ରା ଭଉଣୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବା ର କାର୍ଯକ୍ରମ ରହିଛି। ଉପରୋକ୍ତ ସୁଚନା ଜିଲ୍ଲା ବିଜେପି ପକ୍ଷ ରୁ ଦିଆଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha