67
ନୂଆପଡା -୨୮/୧ (ସୁରେନ୍ଦ୍ର ତିୱାରୀ ) ନୂଆପଡା ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ପ୍ରସିଦ୍ଧ କାଠ ଶିଳ୍ପୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାନନ୍ଦଙ୍କ ଦ୍ୱାରା ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ କାଠରେ ନିର୍ମିତ ଏକ ଅପୂର୍ବ କଳାକୃତି ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା। ଏହି କଳାକୃତିର ଆକାର ୧୮ × ୨୬ ଫୁଟ୍, ଯାହା ଗଣତନ୍ତ୍ର ଦିବସର ପ୍ରତୀକ ରୂପେ ନିର୍ଦ୍ଧାରିତ।


