12
ନୂଆପଡ଼ା -୨୯/୦୯- କୋମନା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଏସିଡ୍ ମାଡ଼ ପୀଡ଼ିତଙ୍କ ପାଇଁ ଆଇନ ସହାୟତା, ବିଭିନ୍ନ ଦଣ୍ଡବିଧାନ ଏବଂ ପୀଡ଼ିତ କ୍ଷତିପୂରଣ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି।



