126
ନୂଆପଡ଼ା -୨୬/୦୭- ନୂଆପଡ଼ା ସଦର ବ୍ଳକ୍ ନେଗିପାଲୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାବକ-ଶିକ୍ଷକ ବୈଠକ (ପିଟିଏମ) ସଫଳତାର ସହ ସମ୍ପନ୍ନ ହୋଇଯାଇଛି।