6
ସହାୟତା ରାଶି ପ୍ରଦାନ-
ଭିତ୍ତିଭୂମି :- ଦୁଇଟି ଅବ୍ୟବହୃତ ପୁରାତନ ଗୋଦାମ ଗୃହକୁ ପୁନରୁଦ୍ଧାର କରାଯାଇ ସେଠାରେ ହାଇଟେକ୍ କ୍ଲାସରୁମ୍, ଡାଇନିଂ ହଲ୍, କିଚେନ୍ ଓ ଶୌଚାଳୟ ନିର୍ମାଣ କରାଯାଇଛି। ଖୁବ୍ଶୀଘ୍ର ଏଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ।
ମାନବିକତାର ପରିଚୟ :- ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ପାଣ୍ଠିରୁ ସମସ୍ତ ୭୯ ଜଣ ହିତାଧିକାରୀଙ୍କୁ ଶୀତବସ୍ତ୍ର (କମ୍ବଳ) ପ୍ରଦାନ କରାଯାଇଥିଲା।
Table of Contents

