11
ନୂଆପଡ଼ା- ୧୭/୦୪- ଦେଶର ବୃହତ୍ତମ ଜାତୀୟ ଅଭିଯାନ ‘ଜନଗଣନା–୨୦୨୭’ ର ପ୍ରଥମ ପର୍ଯ୍ୟାୟ ନୂଆପଡ଼ା ଜିଲ୍ଲାରେ ସଫଳତାର ସହ ଆରମ୍ଭ ହୋଇଛି। ଜନସାଧାରଣଙ୍କ ପାଇଁ ସ୍ୱୟଂ-ଗଣନା ପ୍ରକ୍ରିୟା ଶେଷ ହେବା ପରେ, କ୍ଷେତ୍ରସ୍ତରରେ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି।