Home ରାଜ୍ୟଘର ଅଗଣାରେ ଫୁଟିଲା ବ୍ରହ୍ମ କମଳ: ମହା ପ୍ରଭୁ ଙ୍କ ଅତି ପ୍ରିୟ ଫୁଲ ।           

ଘର ଅଗଣାରେ ଫୁଟିଲା ବ୍ରହ୍ମ କମଳ: ମହା ପ୍ରଭୁ ଙ୍କ ଅତି ପ୍ରିୟ ଫୁଲ ।           

ଘର ଅଗଣାରେ ଫୁଟିଲା ବ୍ରହ୍ମ କମଳ: ମହା ପ୍ରଭୁ ଙ୍କ ଅତି ପ୍ରିୟ ଫୁଲ ।           

by Maraguda Express
0 comments

ଘର ଅଗଣାରେ ଫୁଟିଲା ବ୍ରହ୍ମ କମଳ: ମହା ପ୍ରଭୁ ଙ୍କ ଅତି ପ୍ରିୟ ଫୁଲ ।           ନୂଆପଡ଼ା -୧୨/୭ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ଜାତୀୟ ରାଜପଥ ୩୫୩ ପାର୍ଶ୍ଵ ସତସଙ୍ଗ ମନ୍ଦିର ନିକଟ ଏକ ଘରେ ବ୍ରହ୍ମ କମଳଫୁଳ ଫୁଟିବା ରୁ ଦେଖଣାହାରୀ ଙ୍କ ଭିଡ ଲାଗିଛି। ଉକ୍ତ ଫୁଲ ଟି ମହାପ୍ରଭୁ ଙ୍କ ପୁଣି ଅତିପ୍ରିୟ ବୋଲି ଜନ ଶ୍ରୁତି ରହିଛି। ଫୁଲ କୁ ଦେଖି ଗୁରୁ ପରିବାରରେ ଖୁସିର ମାହୋଲ ରହିଛି । ମହାପ୍ରଭୁଙ୍କ ଅତିପ୍ରୀୟ ଏହି ବ୍ରହ୍ମକମଳ ହିମାଳୟରେ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି। ନୁଆପଡା ସତସଙ୍ଗ ବିହାର ନିକଟରେ ରେ ରହୁଥିବା ସାମ୍ବାଦିକ ବିଭୁଦତ୍ତ ଗୁରୁ ଙ୍କ ଘର ଅଗଣାରେ ଫୁଟିଛି ତିନ ଟି ବ୍ରହ୍ମ କମଳ। ଶ୍ରୀ ଗଣେଷ ମୂର୍ତ୍ତି ନିକଟ ରେ ବ୍ରହ୍ମ କମଳ ଫୁଲ ଟି ବିଦ୍ୟମାନ ରହିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha