ନୁଆପଡ଼ା -୨୨/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଲେଟପାଣି ର ଯଜ୍ଞମଣ୍ଡପ ପରିସରରେ ନୁଆପଡ଼ା ଜିଲ୍ଲା କୁଲତା ସମାଜର ନୂଆଖାଇ ଭେଟଘାଟର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା କୁଲତା ସମାଜର ଜିଲ୍ଲା ସଭାପତୀ ସରୋଜ କୁମାର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ନୂଆଖାଇ ଭେଟଘାଟକୁ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି। ଚ଼ଲିତ ଅଗଷ୍ଟ ମାସ ୨୮ ତାରିଖ ନବାନ୍ନ ଭକ୍ଷଣ ଉତ୍ସବ ଥିବାବେଲେ ସେପ୍ଟେମ୍ବର ୧୪ ତାରିଖ ଦିନ ସିଲେଟପାଣି ଠାରେ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ସ୍ଥିରିକୃତ ହୋଇଛି।ଏହି ବୈଠକରେ କୋମନା କେନ୍ଦ୍ର ସଭାପତି ବୈଷମପାୟନ ସାହୁ (ବୈରାଜ), ଜିଲ୍ଲା ଉପସଭାପତି ବୀରେନ୍ଦ୍ର ପ୍ରଧାନ, ଜିଲ୍ଲା ସଂପାଦକ ଆଶ୍ୱିନୀ କୁମାର ଭୋଇ, କୋମନା କେନ୍ଦ୍ର ଉପସଭାପତି ଅର୍ଜୁନ ନାୟକ, ଉପସଭାପତି ସଦାନନ୍ଦ ସାହୁ,ସଂପାଦକ ନିରଞ୍ଜନ ସାହୁ, ସହ ସଂପାଦକ ରମେଶ ଚନ୍ଦ୍ର ପାତ୍ର, ଧନୁ ପ୍ରଧାନ, ପିତାମ୍ବର ଗଡତିଆ, ଫକିର ପ୍ରଧାନ, ପ୍ରବିଣ କୁମାର ଭୋଇ, ଦୁଲ୍କଭ ବିଶ୍ୱାଳ, ଛବି ଲୋଚ଼ନ ସାହୁ,ସାନ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ପ୍ରଧାନ,ଥବିର ବିଶ୍ୱାଳ, ଭୁଜ ଗଡତିଆ,ବିରଞ୍ଚି ପ୍ରଧାନ, ଜିତେନ୍ଦ୍ର ବିଶ୍ୱାଳ,ପ୍ରକାଶ ପ୍ରଧାନ, ବିରବଲ ପ୍ରଧାନ, ଟେଙ୍ଗନୁ ବିଶ୍ଵାଲ,ଜଗବନ୍ଧୁ ପ୍ରଧାନ,ମନବୋଧ ପ୍ରଧାନ, ବ୍ୟାସଦେବ ପ୍ରଧାନ, ପୁରନ ବିଶ୍ୱାଳ, ଅନ୍ତ ସାହୁ, ପ୍ରମୋଦ ପ୍ରଧାନ,ଦେବହରି ଖମାରୀ,ମନସା ସାହୁ, ମାୟାଧର ସାହୁ, ତ୍ରିଲୋଚନ ଭୋଇ, ବଲହରି ପ୍ରଧାନ, କୁଲମଣି ପ୍ରଧାନ, ଡୋଲାମଣି ଗଡ଼ତିଆ,ଅନ୍ତ ପ୍ରଧାନ, ସୁରେଶ ବେହେରା, ବୃନ୍ଦାବନ ପ୍ରଧାନ,ନକୁଲ ପ୍ରଧାନ ଜାଦବ ଗଡତିଆ ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ।
ନୁଆପଡ଼ା ଜିଲ୍ଲା କୁଲତା ସମାଜର ନୁଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ।
"ଚ଼ଲିତ ଅଗଷ୍ଟ ମାସ ୨୮ ତାରିଖ ନବାନ୍ନ ଭକ୍ଷଣ ଉତ୍ସବ ଥିବାବେଲେ ସେପ୍ଟେମ୍ବର ୧୪ ତାରିଖ ଦିନ ସିଲେଟପାଣି ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବ"
79