69
ନୂଆପଡ଼ା -୧୪/୬ ନୂଆପଡ଼ା ଜିଲ୍ଲା ରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଏବେ ବେଶ୍ ସରଗରମ ହୋଇଛି। ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଏବଂ ସମବାୟ ସଂସ୍ଥାଗୁଡ଼ିକର ମିଳିତ ସମନ୍ୱୟ ତଥା ସୁପରିଚାଳନା ଯୋଗୁଁ ଚଳିତ ବର୍ଷ ଧାନ କ୍ରୟ କାର୍ଯ୍ୟକ୍ରମରେ ଏକ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି।