58
ନୂଆପଡ଼ା, ୧୬/୬- ସମାଜର ମେରୁଦଣ୍ଡ ସଦୃଶ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋମନା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଗତକାଲି ‘ବିଶ୍ୱ ବୟସ୍କ ଦୁର୍ବ୍ୟବହାର ସଚେତନତା ଦିବସ’ ଅତ୍ୟନ୍ତ ସଫଳତାର ସହ ପାଳିତ ହୋଇଯାଇଛି।



