28
ଖରିଆର ରୋଡ ର ତେଜସ୍ୱୀ ସୋନି ଙ୍କ ସଫଳତା : କିକ୍ ବକ୍ସିଂ ରେ ଗୋଲ୍ଡ ମେଡାଲ।
ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ।
previous post
ନୂଆପଡ଼ା -୪/୩- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ ନଗର ବାସିନ୍ଦା ଆଇନଜୀବୀ ପୁରୁଷୋତମ ସୋନି ଏବଂ ମାତା ଚନ୍ଦ୍ରପ୍ରଭା ସୋନିଙ୍କ ସୁପୁତ୍ର ତେଜସ୍ଵୀ ସୋନି ବାଲି ଠାରେ ଆୟୋଜିତ ବିଶ୍ଵ କିକ ବକ୍ସିଂ ରେ ଗୋଲ୍ଡ ମେଡାଲ ପାଇଛନ୍ତି। ଫିଲିପାଇନ୍ସ ର କିକ୍ ବକ୍ସିଂ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ଏହି ବିରାଟ ସଫଳତା ପ୍ରାପ୍ତ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲା ତଥା ସାରା ରାଜ୍ୟ ର ଗୌରବ ବଢ଼ିଛି। ଆଜି ବାଲି ରୁ ଖାରିଆର ରୋଡ ଫେରି ଆସିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କାରାଯାଇଛି।


