Home ରାଜ୍ୟବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା, ଯୁବକ ଗୁରୁତର ଆହତ।

ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା, ଯୁବକ ଗୁରୁତର ଆହତ।

by Maraguda Express
0 comments
ବୋଡ଼େନ -୨୮/୩ (ଜଗତରାମ ଦଣ୍ଡସେନା) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର ସୁନାପୁର ଓ ବିନୋପୁର ମଝି ବିଜୁ ଏକ୍ସପ୍ରେସ ୱେ ରେ ଘଟିଯାଇଛି ଏକ ଦୁର୍ଘଟଣା। ଅଚ୍ୟୁତ ବାଗ ନାମକ ଶରଧାପୁର ଗ୍ରାମର ଯୁବକ ଦିଭାଇଡର ରେ ପିଟିହୋଇ ଗୁରୁତର ଆହତ ହୋଇଛି l ପ୍ରାପ୍ତ ସୂଚନା ଅନୁସାରେ ଦିଭାଇଡ଼ର ରେ ଲାଗିଥିବା ବାଉଁ ସ ପବନରେ ରାସ୍ତା ମଝିକୁ ଲମ୍ବୀ ଆସିଥିଲା, ଫଳରେ ବାଇକ ରେ ଯୁବକ ପିଟିହୋଇ ଦୁର୍ଘଟଣା ଗସ୍ତ ହୋଇଛି l ଲୋକେ ପ୍ରଶାସନ ର ଏପରି ଖାମଖିଆଲି କାରବାର କୁହିଁ ଦାୟୀ କରିଛନ୍ତି l ଯୁବକ କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୋଡେ଼ନ ଡାକ୍ତର ଖାନା ଓ ପରେ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡା କୁ ପଠାଇ ଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha