5
ନୂଆପଡ଼ା – ୨୧/୪- ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତୀକରଣ ଅଭିଯାନରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଖଡ଼ିଆଳର ସ୍ବେଚ୍ଛାସେବୀ ସଂଗଠନ ‘ୟାର’ ର ମିଳିତ ଆନୁକୂଲ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଏକ ଭବ୍ୟ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି।
ଆମସେନା ସ୍ଥିତ ଗୁରୁକୁଳ ଆଶ୍ରମ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ୧୧ ଜଣ ନବଦମ୍ପତି ବୈଦିକ ରୀତିନୀତି ଅନୁଯାୟୀ ନୂତନ ଜୀବନ ଆରମ୍ଭ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ:


