3
ନୂଆପଡ଼ା -୨୫/୪ – ଜିଲ୍ଲା କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଅଭିଯାନ ଆଜି ଆହୁରି ସକ୍ରିୟ ହୋଇଛି। କୋମନା ବ୍ଲକ କୁରେଶ୍ୱର ଗ୍ରାମପଞ୍ଚାୟତ ଅଞ୍ଚଳରେ ଥିବା ବିଭିନ୍ନ ଦୋକାନ, ହାଟବଜାର ଓ ହୋଟେଲଗୁଡ଼ିକ ରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଓ ଜବତ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଅଭିଯାନ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରୁ ବିପୁଳ ପରିମାଣ ର ପଲିଥିନ ବ୍ୟାଗ ଓ ପ୍ଲାଷ୍ଟିକ ପ୍ଲେଟ୍ ଜବତ କରାଯାଇଛି। ନିୟମ ଉଲ୍ଲଂଘନକାରୀ ଙ୍କ ଠାରୁ ମୋଟ ୫,୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ ରେ ସାମିଲ ଅଧିକାରୀଗଣ ଅନ୍ୟମାନଙ୍କ ମଧ୍ୟରେ
ଜନସାଧାରଣଙ୍କ ଅସନ୍ତୋଷ ଓ ପାତରଅନ୍ତର ଅଭିଯୋଗ।