200
ନୂଆପଡ଼ା -୭/୬- ଜିଲ୍ଲାରେ ଧାନର କଳାବଜାରୀ ଏବଂ ବେଆଇନ ମହଜୁଦକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଆଜି ନୂଆପଡ଼ା ଏନ୍ଏସି ଅନ୍ତର୍ଗତ ମନ୍ଦିରପଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ଅବୈଧ ଧାନ ଜବତ କରାଯାଇଛି।