121
ନୂଆପଡ଼ା -୨୬/୭- ଗତ କାଲି ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪୦ ହଜାର ରୁ ଉର୍ଦ୍ଧ୍ ଟଙ୍କା ସହ ଯୁଆଡି ଙ୍କୁ ଗିରଫ କରି ବାରେ ସଫଳ ହୋଇଛି। ଖଡ଼ିଆଳ ଥାନା କେସ୍ ନଂ ୨୬୧/୨୬ ଅନୁସାରେ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ (ଓପିଜି) ଆକ୍ଟର ଧାରା–୩ ଅଧୀନରେ ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି।