47
ନୂଆପଡ଼ା -୬/୮- ଯୁବ ସାମ୍ବାଦିକ ସ୍ୱର୍ଗତ ରାଜ କିରଣ ସିଂହ ଦେଓଙ୍କ ଅକାଳ ବିୟୋଗରେ ବିଜେପି ଜିଲ୍ଲା ସମ୍ପାଦକ ତଥା ଯୁବ ସଂଗଠକ ଅଭିନନ୍ଦନ ପଣ୍ଡା ଗଭୀର ଶୋକ ଓ ମର୍ମବେଦନା ପ୍ରକାଶ କରିଛନ୍ତି।