193
ନୂଆପଡ଼ା -୦୬/୦୯- ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଳା ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ଜମି ଦୁର୍ନୀତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଜମି ଜାଲିଆତି ଅଭିଯୋଗରେ କୋମନା ପୋଲିସ ନକଲି ଜମି ମାଲିକ, ମହିଳା ସହଯୋଗୀ ଓ ଦୁଇ ଜଣ ଜମି ଦଲାଲଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

