Home ରାଜ୍ୟଅବକାରୀ ବିଭାଗ ପକ୍ଷରୁ ବିଦେଶୀ ମଦ ଜବତ

ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ମଦ ଜବତ

by Maraguda Express
0 comments

ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ମଦ ଜବତ ।   ନୂଆପଡ଼ା -୧୩/୭ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂଆପଡା ଅବକାରୀ ଥାନା ଅଧିକାରୀ ଶ୍ରୀମତୀ ସଚଳା ପାଢ଼ୀ ଏବଂ ତାଙ୍କ ସହକର୍ମୀ ଅବକାରୀ ସିପାହୀ କ୍ଷେତ୍ରମଣି ବାଗ, ସଞ୍ଜୀବ ସାହୁ ତଥା ଅନ୍ୟ ବିଭାଗୀୟ କର୍ମଚାରୀ ମାନଙ୍କ ସହ ଜୋଙ୍କ ଥାନା ଅନ୍ତର୍ଗତ ଖରିଆର ରୋଡ ସହରରେ ପେଟ୍ରୋଲିଂ କରୁଥିବା ସମୟରେ କପିଲ ପ୍ରସାଦ ଗୁପ୍ତା ବୟସ (୪୭) ଘର ମଦନପୁର ଜିଲ୍ଲା – ଔରଙ୍ଗାବାଦ (ବିହାର) ଏକ କଳାରଙ୍ଗର ମୋଟର ସାଇକେଲ ଓଡ଼ି -୨୬- ଜି-୫୫୬୮ ଯୋଗେ ଗୋଟିଏ ଜରି ବସ୍ତା ରେ ବିୟର ଓ ବିଦେଶୀ ମଦ ନେଉଥିବା ବେଳେ ଖରିଆର ରୋଡ ରେଳୱେ ଫାଟକ ସମ୍ମଖରେ ଅଟକାଇ ୧୯.୮୦୦ ଲିଟର ବିୟର ଏବଂ ୪.୫୦୦ ଲିଟର ଭାରତ ତିଆରି ବିଦେଶି ମଦ ଜବତ କରିବା, ସହ ତାଙ୍କ ନାଁ ରେ ଏକ ଅବକାରୀ କେସ ନଂ ୮୧/୨୯ ୨୫-୨୬ ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିଲା l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha