176
ନୂଆପଡ଼ା -୮/୬ – ସମାଜ ରେ ସେବା ଓ ସଂସ୍କାର ଧର୍ମୀ ପଦକ୍ଷେପ ନେବା ଲକ୍ଷ୍ୟ ରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ -୨ ଠାରେ ଗତକାଲି ‘ବାନର ସେନା ସେବା ସଂଗଠନ’ (ବାନର ସେନା) ସାମାଜିକ ଅନୁଷ୍ଠାନ ତରଫରୁ ଏକ ବିଶାଳ ସାଙ୍ଗଠନିକ ସମାବେଶ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସମାଜ ମଙ୍ଗଳ ଏବଂ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।


