25
ନୂଆପଡ଼ା -୭/୦୮- ଖରିଆର ରୋଡ୍ ଏନଏସି ର ୨୧ ତମ କାଉନ୍ସିଲ୍ ବୈଠକ ଅଧ୍ୟକ୍ଷା ଡ଼ା. ସୋନିଆ ଜୈନଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ବୈଠକ ଅବସରରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଙ୍କୁ ଗତ ଚାରି ବର୍ଷର ଐତିହାସିକ ବିକାଶ ମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ ବୁକଲେଟ୍ ପ୍ରଦାନ କରାଯାଇଥିଲା। ଏହା ସହ ନଗରର ସାମଗ୍ରିକ ବିକାଶ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିଲା।
