Home ରାଜ୍ୟଟାଙ୍ଗରି ପଡ଼ା ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନିଷ୍ଠିତ।

ଟାଙ୍ଗରି ପଡ଼ା ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନିଷ୍ଠିତ।

by Maraguda Express
0 comments
ବୋଡେନ -୧୯/୨(ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଶିର୍ଲି କ୍ଲଷ୍ଟର ଅନ୍ତର୍ଗତ ଟାଙ୍ଗରି ପଡ଼ା ଉପ୍ରା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପ୍ରଦୀପ କର ଅଧ୍ୟକ୍ଷତା ରେ ଆୟୋଜିତ୍ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ବହୁ ଆଡମ୍ବର ସହ ପାଳନ ହୋଇଯାଇଛି । ସଭାରେ ପୂର୍ବତନ ସରପଞ୍ଚ ଭରତ ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ବୈଷ୍ଣବ ଦୁରିଆ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବିଶିକେସନ ପଣ୍ଡା ଓ ଜଗତରାମ ଦଣ୍ଡସେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମଳ ଦଲ,ଜିତେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥାଇ ନିଜ ନିଜ ଅଭିଭାଷଣ ରଖିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଗଣ ଲିଙ୍ଗରାଜ ବେହେରା, ଛନ୍ଦାଚରଣ ନିହାଲ ଓ ଚନ୍ଦ୍ରଶେଖର କରୁଆଁ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha