103
ନୂଆପଡ଼ା -୧୩/୮- ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ୪ ଏକର ୪୦ ଡିସିମିଲ ଚାଷ ଜମି ବିକ୍ରି ହୋଇଯାଇଥିବା ଅଭିଯୋଗକୁ ନେଇ ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଧୀନ ଚାନ୍ଦୋପଲା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
