73
ନୂଆପଡ଼ା -୧୭/୧୦- ଖରିଆର ରୋଡ଼ ଏନ୍ଏସି ଅଧ୍ୟକ୍ଷା ଡକ୍ଟର ସୋନିଆ ଅଗ୍ରୱାଲ ଓ ବରିଷ୍ଠ ଭାଜପା ନେତା ସୋମନାଥ ଅଗ୍ରୱାଲ (ଗୋଲ୍ଡି) ନୂଆପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ (IAS)ଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି।
