112
ନୂଆପଡ଼ା -୨୬/୦୭- ନୂଆପଡ଼ା ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ଗତକାଲି ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଅନ୍ୟ ଦଳର ଅନେକ ଆଗଧାଡ଼ିର ନେତା ଓ ଶତାଧିକ ସମର୍ଥକ ଭାରତୀୟ ଜନତା ପାର୍ଟି (ବିଜେପି)ର ପଦ୍ମ ଧରିଛନ୍ତି।

