53
ନୂଆପଡା ଓ.ପି.ଟି.ସି.ଏଲ୍ ଗ୍ରିଡ୍ ରେ କ୍ଷମତା ଉନ୍ନତି ପାଇଁ ନିର୍ମାଣ କାମ ସଂପୂର୍ଣ୍ଣ : ଏବେ ପାୱାର କଟ ହେବ ନାହିଁ ।
previous post
ନୂଆପଡା -୨୨/୦୨ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲା ନୂଆପଡା ଓ କୋମନା ବ୍ଲକରେ ବିଗତ କିଛି ଦିନ ହେଲା ପାୱାର କଟ ହେଉଥିଲା l ଏହା ଓ.ପି.ଟି.ସି.ଏଲ୍ ଗ୍ରିଡ୍ ରେ କ୍ଷମତା ଉନ୍ନତି ପାଇଁ ନିର୍ମାଣ କାମ ନିମନ୍ତେ ହେଉଥିଲା । ଗତ କାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଗ୍ରିଡ୍ ରେ ୪୦ ଏମ୍ ଭି ଏ ଟ୍ରାନ୍ସଫର୍ମର ସଫଳତା ର ସହିତ କାର୍ଯ୍ୟ କ୍ଷମ କରାଯାଇଛି । ଆଶା କରା ଯାଉଛି ଯେ ଏହି ବର୍ଷ ଗ୍ରୀଷ୍ମ ସମୟରେ ନୂଆପଡ଼ା ଓ କୋମନା ବ୍ଲକ ରେ ବିଜୁଳି ସମସ୍ୟାର ସମାଧାନ ହୋଇ ପାରିବ । ଗ୍ରୀଷ୍ମ ଋତୁରେ ଜିଲ୍ଲାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ବିଦ୍ୟୁତ୍ ବିଭାଗ ତରଫରୁ ଗ୍ରିଡ ର ଉନ୍ନତିକରଣ ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରା ଯାଉଛି । ଗତ କାଲି