34
ନୂଆପଡା -୧/୩ ସେନା ନିଯୁକ୍ତି କାର୍ଯ୍ୟାଳୟ, ଗୋପାଳପୁର ତରଫରୁ ଜଣାଇ ଦିଆଯାଇଛି ଯେ,ଭାରତୀୟ ସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିବା ନୂଆପଡା ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। ଗୋପାଳପୁର ସେନା ନିଯୁକ୍ତି କାର୍ଯ୍ୟାଳୟ (ARO Gopalpur) ପକ୍ଷରୁ ନିଯୁକ୍ତି ବର୍ଷ ୨୦୨୬-୨୭ ପାଇଁ ‘ଅଗ୍ନିପଥ ଯୋଜନା’ ଏବଂ ‘ନିୟମିତ କ୍ୟାଡର’ ନିମନ୍ତେ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।ପଞ୍ଜିକରଣ ଅବଧି: ୧୩ ଫେବୃଆରୀ ୨୦୨୬ ରୁ ୦୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ରହିଛି।