80
ନୂଆପଡ଼ା – ୧୪/୮- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନରେ ଥିବା ଦାବ୍ରି ପଞ୍ଚାୟତର ଭାଲୁଡୁଙ୍ଗୁରି ଗ୍ରାମରୁ ଏକ ବିରଳ ବଜ୍ରକାପ୍ତା (Pangolin) କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗ୍ରାମବାସୀ ଓ ସଚେତନ ଯୁବକମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏହି ଦୁର୍ଲଭ ବନ୍ୟପ୍ରାଣୀଟିର ଜୀବନ ରକ୍ଷା ପାଇପାରିଛି।

