Home ରାଜ୍ୟମା ମୁଁଙ୍ଗେ ମାଉଲି କ୍ରିକେଟ ପ୍ରତିଯୋଗିତା ଉଦଯାପିତ :ଅମେରା କୁ ହରାଇ ଖଇରା ଚମ୍ପିୟାନ।

ମା ମୁଁଙ୍ଗେ ମାଉଲି କ୍ରିକେଟ ପ୍ରତିଯୋଗିତା ଉଦଯାପିତ :ଅମେରା କୁ ହରାଇ ଖଇରା ଚମ୍ପିୟାନ।

by Maraguda Express
0 comments

ବୋଡେନ – ୧୫/୨ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେନ ବ୍ଲକ ଅନ୍ତର୍ଗତ ଅମେରା ଠାରେ ଚାଲିଥିବା ଏଗାର ତମ ମା ମୁଁଙ୍ଗେ ମାଉଲି କ୍ରିକେଟ ଟୁର୍ନାମେଣ୍ଟ ରେ ଫାଇନାଲ ଖେଳରେ ଅମେରା କୁ ହରାଇ ଖଇରା ଚମ୍ପିଆନ ହୋଇଛି । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଖଇରା ସରପଞ୍ଚ କୈଳାଶ ଚନ୍ଦ୍ର ଦଲ, ସମ୍ମାନିତ ଅତିଥି ଭାବେ ଦିଲୀପ ବିଭାର, ନୂତନ ଛତ୍ରିଆ, ହେମନ୍ତ ମାଝୀ, ଉପେନ୍ଦ୍ର ହଂସ, ପବିତ୍ର ସଲମା,ସହାଦେବ ହଂସ,ଦିନନାଥ ବେମାଲ ପ୍ରମୁଖ ମଂଚାସୀନ ଥାଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି, ମେଡାଲ ଓ ପୁରସ୍କୃତ କରିଥିଲେ । ଆୟୋଜକ କମିଟିରୁ ସଭାପତି କିଶୋର ବେମାଲ, ସମ୍ପlଦକ ଯୋଗେନ୍ଦ୍ର ଛତ୍ରିଆ,ଚକ୍ର ଧର ତ୍ରିପାଠୀ, ଶଙ୍କର ନିଆଲ,ଟୁନା ହଂସ, ଲୀଳାମ୍ବର ହଂସ ପ୍ରମୁଖ ସହଯୋଗ କରିଥିଲେ । ଋତୁରାଜ ବେମାଲ ଓ କୈଳାଶ ଦୁରିଆ ଆମ୍ପାୟରିଂ କରିଥିବାବେଳେ ସ୍କୋର ବୋର୍ଡ ରେ ନୀଳାମ୍ବର ହଂସ ସହଯୋଗୀତା କରିଛନ୍ତି, ମହେନ୍ଦ୍ର ବାଗ ମଞ୍ଚପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha