Home ରାଜ୍ୟଦଶାନନ ହଂସ ଙ୍କ ପରିବାର କୁ ଡ୍ରାଇଭର ମହାସଙ୍ଘନୂଆପଡା ତରଫରୁ ଆର୍ଥିକ ସହଯୋଗ ରୂପେ ତିରିଶ ହଜାର ଟଙ୍କାର ଚେକ ପ୍ରଦାନ।

ଦଶାନନ ହଂସ ଙ୍କ ପରିବାର କୁ ଡ୍ରାଇଭର ମହାସଙ୍ଘନୂଆପଡା ତରଫରୁ ଆର୍ଥିକ ସହଯୋଗ ରୂପେ ତିରିଶ ହଜାର ଟଙ୍କାର ଚେକ ପ୍ରଦାନ।

by Maraguda Express
0 comments
ବୋଡ଼େନ -୨୬/୨ (ଜଗତରାମ ଦଣ୍ଡସେନା ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବଗବହାଲ ଗ୍ରାମର ଦଶାନନ ହଂସ ଏକ ଡ୍ରାଇଭର ଭାବେ କୁଟୁମ୍ବ ଚଳାଉଥିଲେ, ହେଲେ କେନ୍ସର ରୋଗରେ ପଡି ତାଙ୍କ ଦଶ ଦିନ ତଳେ ମୃତ୍ୟୁ ହୋଇଯାଇ ଆଜି ଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଇ ଅବସର ରେ ଡ୍ରାଇଭର ମହାସଂଘ ବୋଡେ଼ନ ଓ ନୂଆପଡା ତରଫରୁ ତିରିଶ ହଜାର ଟଙ୍କାର ଏକ ଚେକ ଆର୍ଥିକ ସହଯୋଗ ରୂପେ ବିଧବା ପତ୍ନୀ ଧାନମତି ହଂସ ଙ୍କୁ ପ୍ରଦାନ କରାଯାଇଛି । ତାଙ୍କ ୨ଟି ସନ୍ତାନ ସ୍କୁଲ ରେ ପଢୁଛନ୍ତି, ଏଣୁ ତାଙ୍କୁ ସରକାରୀ ସହାୟତା ମିଳୁ ବୋଳି ଦଶାନନ ର ଭାଇ ପରମେଶ୍ୱର ହଂସ ଦାବିରଖିଛନ୍ତି । ଚେକ ପ୍ରଦାନ ସମୟରେ ପୁରନ୍ଦର ବାଗ ସଂଘର ସମ୍ପାଦକ୍, ଜିତେନ୍ଦ୍ର ପାତ୍ର ସହ ସମ୍ପlଦକ,ଲକ୍ଷ୍ମୀ ନାଗ,କନ୍ଦର୍ପହଂସ ପ୍ରମୁଖ ଉପସ୍ଥିତ ଥଲେ । ଏଣୁ ବିଭାଗୀୟ କର୍ତ୍ତୃ ପକ୍ଷ ଏଥିପ୍ରତି ସଦୟ ଦୃଷ୍ଟି ଦେବକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha