48

ନୂଆପଡ଼ା -୨୪/୨ – ନୂଆପଡ଼ା ଜିଲ୍ଲାର ଖରିଆର ରୋଡ ସହରରେ ଆୟୋଜିତ ଖରିଆର ରୋଡ ମହୋତ୍ସବ-୨୦୨୬ ର ଦ୍ଵିତୀୟ ସନ୍ଧ୍ୟା ସଂସ୍କୃତି ଓ ପରମ୍ପରାର ମହା ମିଳନ ଭାବରେ ପରିଚିତ ହୋଇଛି। ଏହି ମହୋତ୍ସବ ମାତୃଭୂମୀ ପ୍ରତି ଅଗାଢ ଭକ୍ତି ଏବଂ ଏକତାର ପଥରେ ବାନ୍ଧି ହେବାର ମହାମନ୍ତ୍ର ଅଟେ। ମହୋତ୍ସବରେ ସ୍ଥାନୀୟ ନେତୃମଣ୍ଡଳୀ ଯୋଗ ଦେଇ ବିଭିଦ୍ଧତା ମଧ୍ୟରେ ଏକତା ଏବଂ ମହନୀୟ ପରମ୍ପରାକୁ ଉଜ୍ଜୀବିତ କରିବାର ନିଆରା ସଙ୍ଗମ କରିଥିଲେ। ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଷୀ, ଘାସିରାମ ମାଝୀ, ରାଜେଶ ନିଗମ, ଅଙ୍କିତ ସିଂଘାଇ, , ନିଶାନ୍ତ ଡାଗା, ମୁକେଶ ଚନ୍ଦ୍ରକାର, ସଂଜୀବ ଶର୍ମା, ପ୍ରେମ ସାହୁ, ଲଳିତ ଅଗ୍ରୱାଲ, ଦୀପକ ଜୈନ୍, ମିତା ମିଶ୍ର, ପଙ୍କଜ ମାରୋଦିଆ, ଭିକି ଜୈନ୍, ବବଲୁ ଗାନ୍ଧୀ, ସୋନୁ ଗାନ୍ଧୀ ପ୍ରମୁଖ ଯୋଗ ଦେଇଥିଲେ। ସଂସ୍କୃତି କାର୍ଯ୍ୟକ୍ରମରେ ଦର୍ଶକମାନେ ବିଭୋର ହୋଇଥିଲେ। ଏହି ମହୋତ୍ସବ ସ୍ଥାନୀୟ ସଂସ୍କୃତିକୁ ପ୍ରଦର୍ଶନ କରିବା ସହିତ ଏକତା ଏବଂ ଭାଇଚାରାର ସନ୍ଦେଶ ଦେଇଥିଲା। ଚଳିତ ବର୍ଷ ଏ ଉତ୍ସବ