188
ନୂଆପଡ଼ା -୧୦/୦୮- ନୂଆପଡ଼ା ସଦର ବ୍ଲକ୍ ଅନ୍ତର୍ଗତ କୁଲିଆବନ୍ଧା ସ୍ଥିତ ସରକାରୀ ଜନ ମଙ୍ଗଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆ ରେ ଚଳିତ ମାସ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ମହା ସମାରୋହ ରେ ଆୟୋଜିତ ହେବାକୁ ଯାଉଛି ୨୬ ତମ ଟେମ୍ପାମନି ମେମୋରିଆଲ ଫୁଟବଲ ପ୍ରତିଯୋଗିତା -୨୦୨୬।