256
ଅଭାବକୁ ମାତ୍ ଦେଇ ସଫଳତାର ଶିଖରରେ ନୂଆପଡ଼ାର ମେଧାବୀ ଛାତ୍ରୀ ଜୟଲତା : ଉଚ୍ଚଶିକ୍ଷା ପାଇଁ ବଢ଼ିଲା ସହାୟତାର ହାତ।
previous post
ନୂଆପଡ଼ା -୦୪/୧୦- ଜୀବନର ଅନେକ ପ୍ରତିକୂଳତା, କଠିନ ସଂଘର୍ଷ ଏବଂ ଅଭାବ ଅନଟନକୁ ପଛରେ ପକାଇ ଶିକ୍ଷାକୁ ନିଜ ସଫଳତାର ମାଧ୍ୟମ କରିଥିବା ନୂଆପଡ଼ା ଜିଲ୍ଲା ଅମୋଦି ଗ୍ରାମର ମେଧାବୀ ଛାତ୍ରୀ ଜୟଲତା ମାଝୀ ବର୍ତ୍ତମାନ ସମାଜ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ତାଙ୍କର ଏହି ପ୍ରେରଣାଦାୟକ ଯାତ୍ରାରେ ଉଚ୍ଚଶିକ୍ଷା ପାଇଁ ଆଗକୁ ଆସିଛି ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ। ସଂଘ ଏବଂ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରୀ ଜୟଲତାଙ୍କୁ ୯ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି, ଯାହା ତାଙ୍କ ପାଠପଢ଼ାକୁ ଆଗକୁ ବଢ଼ାଇବାରେ ଏକ ବଡ଼ ସାହାଯ୍ୟ ହୋଇଛି।