83

ନୂଆପଡ଼ା -୩୦/୦୮-ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ନୂଆପଡ଼ା ଆନୁକୂଲ୍ୟରେ କୋମନା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ‘ଛାତ୍ର ଆଇନ ସାକ୍ଷରତା କ୍ଲବ’ ପରିସରରେ ଏକ ସ୍ୱତନ୍ତ୍ର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ‘ବିଶାଖା ଓ ଅନ୍ୟମାନେ ବନାମ ରାଜସ୍ଥାନ ସରକାର’ ମାମଲାର ରାୟ ଏବଂ ଏହାର ଓଡ଼ିଆ ଅନୁବାଦ ସମ୍ପର୍କରେ ଛାତ୍ରୀମାନଙ୍କୁ ବିସ୍ତୃତ ଧାରଣା ପ୍ରଦାନ କରାଯାଇଥିଲା।
ଏଥିସହ: