Home ରାଜ୍ୟଖଇରା ଗ୍ରାମ ପଞ୍ଚାୟତ ରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଓ ଜନ ସଚେତନତା ଶୋଭା ଯାତ୍ରା।

ଖଇରା ଗ୍ରାମ ପଞ୍ଚାୟତ ରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଓ ଜନ ସଚେତନତା ଶୋଭା ଯାତ୍ରା।

by Maraguda Express
0 comments
ବୋଡ଼େନ -୧୪/୩ (ଜଗତରାମ ଦଣ୍ଡସେନା )ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବୋଡ଼େନ ବ୍ଲକ ର ଖଇରା ଠାରେ ଏକକ୍ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖାଇରା ବଡଦାଣ୍ଡ ରୁ ଏକ ଶୋଭା ଯାତ୍ରା ବାହାରି ସ୍କୁଲ ଛାତ୍ର ଛାତ୍ରୀ, ସରପଞ୍ଚ କୈଳାଶ ଦଲ, ବୋଡେ଼ନ ବ୍ଳକ୍ ର ଭାଇସ ଚେୟାରମ୍ୟାନ ସଂଗୀତା ମାଝୀ, ଜି ଆର ଏସ ଯୋଗେନ୍ଦ୍ର ମାଝୀ, ଏଲ ଆଇ ଟିକେରାମ ମାଝୀ, ସି ଆର ପି ଲକ୍ଷ୍ମୀ ବିଭାର,ଅଙ୍ଗନ ବାଡ଼ି ମାନେ, ମହିଳା ଗୋଷ୍ଠୀ, ସ୍ୱଚଚ୍ଛା ସେବି ତଥା ଗ୍ରାମସାଥି ମାନେ ଯୋଗ ଦେଇଥିଲେ, ନେତୃ ବୃନ୍ଦ କିପରି ଗ୍ରାମା ଞ୍ଚଳ ପ୍ଲାଷ୍ଟିକ ମୁକ୍ତ ହେବସେନେଇ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha