108
ନୂଆପଡ଼ା -୨୮/୧ କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧ ପଞ୍ଚାୟତ ବାହାବାଲ ଗ୍ରାମ ସ୍ଥିତ ଜୟ କିଷାନ ଯୁବ କ୍ଲବ ପକ୍ଷରୁ ୭୭ତମ ଗଣତନ୍ତ୍ର ଦିବସ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ଏ ଅବସରରେ କ୍ଲବ ପରିସରରେ ପତାକା ଉତ୍ତୋଳନ କରାଯାଇ ଦେଶପ୍ରେମ ଓ ଦେଶ ଭକ୍ତିର ଉପରେ ସମ୍ୟକ ଧାରଣା ଅତିଥିମାନେ ପ୍ରଦାନ କରିଥିଲେ। ଏ ଅବସର ରେ ୨୬ ଜାନୁଆରୀ ପ୍ରାତଃରେ ଗ୍ରାମ ର ୱାର୍ଡ ମେମ୍ବର ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହା ପରେ କ୍ଲବ୍ ର ଉପ ସଭାପତି ନବିନ ବାଗ ସମ୍ପାଦକ ଜୋଗିନ୍ଦ୍ର ବାଗ ସିମାଞ୍ଚଳ ବାଗ କୋଷାଧ୍ୟକ୍ଷ ଧର୍ମେନ୍ଦ୍ର ବାଗ ସାସିପାଲ ବାଗ ଅର୍ଜୁନ ବାଗ ଘନଶ୍ୟାମ ମାଝୀ କାର୍ତ୍ତିକ ମାଝୀ ଭୋଦେବ ମାଝୀ ଓ ଗ୍ରାମବାସୀମାନେ ଦେଶର ସମ୍ବିଧାନ,ସ୍ୱାଧୀନତା ଓ ଲୋକତନ୍ତ୍ର ପ୍ରତି ଶପଥ ଗ୍ରହଣ କରିଥିଲେ। ଉପରୋକ୍ତ

