39
🔷 ପଦଯାତ୍ରା ପରେ ସ୍ଥାନୀୟ ପିଏମ୍ ଶ୍ରୀ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ DEO ଡ଼ଃ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ନୂଆପଡ଼ା-୦୯/୦୯-ନୂଆପଡ଼ା ଜିଲ୍ଲାରେ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ସାକ୍ଷରତା ମାଧ୍ୟମରେ ସମାଜକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ଶିକ୍ଷାବିତ୍ମାନେ ଏକଜୁଟ ହୋଇଛନ୍ତି।

