104
ନୂଆପଡ଼ା ଗସ୍ତରେ ପ୍ରମୁଖ ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧରୀ : ବିକାଶ ପ୍ରକଳ୍ପର ସମୀକ୍ଷା ସହ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ’ ଅଭିଯାନର ଭୂୟସୀ ପ୍ରଶଂସା।
previous post

ନୂଆପଡ଼ା -୨୮/୭- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର-ତଥା-ପ୍ରମୁଖ ଶାସନ ସଚିବ ଏବଂ ନୂଆପଡ଼ା ଜିଲ୍ଲାର ରାଜ୍ୟ ନୋଡ଼ାଲ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧରୀ ଦୁଇଦିନିଆ ନୂଆପଡ଼ା ଗସ୍ତ କରି ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଶାସନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ବିଭିନ୍ନ ଅଭିନବ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି।

