98
ନୂଆପଡ଼ା -୨୮/୭- ଓଡ଼ିଶାର ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର ସୋମବାର ନୂଆପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ (ଏସଆଇଆର -୨୦୨୬) କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଏକ ସୁଚିନ୍ତିତ ସମୀକ୍ଷା କରିଛନ୍ତି।
