417
ନୂଆପଡ଼ା -୨୯/୦୭ – ଗତକାଲି ରାତିଠାରୁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳଠାରୁ ବର୍ଷାର ତୀବ୍ରତା ଆହୁରି ବଢ଼ିଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।