3
ଦୃଶ୍ୟମାନ ସଂକେତ ସ୍ଥାପନ । ସମସ୍ତ ବେଗ ନିରୋଧକରେ ସ୍ପଷ୍ଟ ଦୃଶ୍ୟମାନ ଧଳା ରଙ୍ଗର ପେଣ୍ଟିଂ ସହ ଜାତୀୟ ରାଜପଥରେ ଯଥେଷ୍ଟ ସଡ଼କ ସୁରକ୍ଷା ସଂକେତ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆପଡ଼ା -୨୨/୪- ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ସଡ଼କ ସୁରକ୍ଷା କମିଟି’ର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଦୁର୍ଘଟଣା ରୋକିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।



